ଓଡିଶା

odisha

ETV Bharat / videos

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ମାମଲା, ଗୁଣପୁର ତହସିଲଦାର ନିଲମ୍ବିତ - ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଖବର

By

Published : Oct 21, 2020, 4:51 PM IST

ରାୟଗଡା: ଗତ ଶୁକ୍ରବାର ଦିନ ଓକିଲଗୁଡ଼ା ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ ଘଟଣାର ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତ ଦିନରେ ରାୟଗଡ଼ା ଜିଲ୍ଲାପାଳ ଜଣେ ଆରଆଇ, ଦୁଇଜଣ ଏଆରଆଇଙ୍କ ବିରୋଧିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୁଣପୁର ତହସିଲଦାରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସରକାରଙ୍କୁ ସୁପାରିଶ କରିଥିଲେ ।

ABOUT THE AUTHOR

...view details