ପ୍ରକୃତି କୋଳରେ ଓଡିଶାର ଭୂସ୍ବର୍ଗ, ଦାରିଙ୍ଗବାଡିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
ଆସିଛି ପର୍ଯ୍ୟଟନ ଋତୁ । ଆଉ ପିକ୍ନିକ୍ ଋତୁରେ ଯଦି ବୁଲିବା ପାଇଁ ପ୍ଲାନ କରୁଛନ୍ତି ଥରେ ନିଶ୍ଚୟ ବୁଲି ଆସନ୍ତୁ ଓଡିଶାର ଦାରିଙ୍ଗବାଡି । ଏଠାକାର ପ୍ରାକୃତିକ ପରିବେଶ ନିଶ୍ଚିତ ବାନ୍ଧି ରଖିବ ଆପଣଙ୍କୁ । ଆସନ୍ତୁ ବୁଲିଯିବା ଦାରିଙ୍ଗବାଡି...