ଓଡିଶା

odisha

ETV Bharat / videos

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ

By

Published : May 16, 2020, 1:02 PM IST

କଟକ: କୋରୋନା ଭୟ ଯାଇନଥିବା ବେଳେ ମାଡି ଆସୁଛି ବାତ୍ୟା ଆମ୍ପାନ । ପାଣିପାଗ ବିଭାଗର ଆକଳନ ପରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ । ସମସ୍ତ ସରଞ୍ଜାମ ସହ ଏହାର ମୁକାବିଲା ପାଇଁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ତେବେ କିପରି ପ୍ରସ୍ତୁତ ଅଛି ଅଗ୍ନିଶମ ବିଭାଗ, ସେନେଇ ରାଜ୍ୟ ଅଗ୍ନିଶମ ବିଭାଗର ଚିଫ ଫାୟାର ଅଫିସରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details