ରାଜ୍ୟର ଏକମାତ୍ର ପାମ ଅଏଲ କାରଖାନରେ ଝୁଲୁଛି ତାଲା - ରୁଗ୍ମ ଅବସ୍ଥାରେ ରାଜ୍ୟର ଏକମାତ୍ର ପାମ ଅଏଲ କାରଖାନା
ରାୟଗଡା: ଜିଲ୍ଲାରେ ରହିଛି ଓଡିଶାର ଏକମାତ୍ର ପାମ ଅଏଲ କାରଖାନା । କ୍ଷତି ଦର୍ଶାଇ କମ୍ପାନୀ କର୍ତ୍ତୃପକ୍ଷ ଏହି କାରଖାନାକୁ ବନ୍ଦ କରିଦେଇଛନ୍ତି । ଫଳରେ ରୋଜଗାର ହରାଇଛନ୍ତି 300 ରୁ ଉର୍ଦ୍ଧ୍ବ ଶ୍ରମିକ । ଆଉ ପେଟ ପୋଷିବାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଓ ତାମିଲନାଡ଼ୁ ମୁହାଁ ହୋଇଛନ୍ତି ।