ଓଡିଶା

odisha

ETV Bharat / videos

Covid Omicron Variant: ରାଜ୍ୟ ସରକାରଙ୍କ ପ୍ରେସମିଟ୍‌, ଜାଣନ୍ତୁ ଓମିକ୍ରନର ବିଶେଷତ୍ବ - ଅଧିକ କ୍ଷତିକାରକ ନୁହେଁ ଓମିକ୍ରନ

By

Published : Jan 17, 2022, 5:29 PM IST

Updated : Jan 17, 2022, 5:50 PM IST

ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ରାଜ୍ୟ ସରକାର ପ୍ରେସମିଟ୍‌ । ସ୍ବାସ୍ଥ୍ୟ ବିଶେଷଜ୍ଞ ଏହି ପ୍ରେସ୍‌ମିଟ୍‌ କରିଛନ୍ତି । ଡେଲଟା ଭାରିଏଣ୍ଟ ଠାରୁ ୧୦ ଗୁଣ କମ୍‌ କ୍ଷତିକାରକ ଓମିକ୍ରନ ଭାରିଏଣ୍ଟ । କିନ୍ତୁ ଏହା ଡେଲ୍‌ଟାଠାରୁ ୭୦ ଗୁଣା ଅଧିକ ମ୍ୟୁଟେସନ କରୁଛି । ମ୍ୟୁଟେସନ କ୍ଷମତା ଅଧିକ ଥିବାରୁ ଶକ୍ତି ହରାଇବାରେ ଲାଗିଛି ଓମିକ୍ରନ । ତେବେ ବର୍ତ୍ତମାନ ସୁଦ୍ଧା ଡେଲ୍‌ଟା ଭାରିଏଣ୍ଟ ସମାପ୍ତ ହୋଇନାହିଁ । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Jan 17, 2022, 5:50 PM IST

ABOUT THE AUTHOR

...view details