ଓଡିଶା

odisha

ETV Bharat / videos

ଏସସିବିକୁ ସରକାରଙ୍କ ବଡ ପ୍ୟାକେଜ ଘୋଷଣା, କାର୍ଯ୍ୟକାରିତା ନେଇ କଳ୍ପନାଜଳ୍ପନା - scb medical cuttack

By

Published : Nov 8, 2019, 7:31 PM IST

ଏସସିବି ଉପରେ ଏବେ ସରକାରଙ୍କ ନଜର। ଖୁବ କମ ଦିନ ମଧ୍ୟରେ ଏମ୍ସ ପ୍ଲସ ଢାଞ୍ଚାରେ ନଜର ଆସିବ ଏସସିବି ମେଡିକାଲ । ଏନେଇ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ଏକ ହଜାର କୋଟି ଟଙ୍କା । କିନ୍ତୁ ଏହି ବିକାଶମୂଳକ କାମ କେବେ ସରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ABOUT THE AUTHOR

...view details