ଓଡିଶା

odisha

By

Published : Mar 29, 2021, 3:21 PM IST

ETV Bharat / videos

ଶୂନଶାନ ରାସ୍ତାଘାଟ, ରାଜଧାନୀରେ ଫିକା ହୋଲି

ଭୁବନେଶ୍ବର: ମହାମାରୀ ପାଇଁ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ନେଇ ନିଷେଧ କରିଥିଲେ ରାଜ୍ୟ ସରକାର । ତେବେ ପୂର୍ବ ବର୍ଷ ମାନଙ୍କରେ ହୋଲି ଦିନ ରାଜଧାନୀ ଗର୍ଜୁଥିବା ବେଳେ ଆଜି ଶୂନଶାନ ଥିଲା ଭୁବନେଶ୍ବର ।

ABOUT THE AUTHOR

...view details