କର୍ମଚାରୀଙ୍କ ଧର୍ମଘଟରେ ଲାଗିବ ଅଙ୍କୁଶ - କର୍ମଚାରୀଙ୍କ ଧର୍ମଘଟ
ଭୁବନେଶ୍ବର: ଏଣିକି ସରକାରୀ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥା ହେବ ବୋଲି ଆଜି ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020ରେ ଉଲ୍ଲେଖ ରହିଛି ।