ଓଡିଶା

odisha

ETV Bharat / videos

ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ପାର୍ଥୀବ ଶରୀର - odia jawan praveer nayak deadbody reached in jajpur

By

Published : Oct 9, 2019, 6:09 PM IST

ଯାଜପୁର: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନ ପ୍ରବୀର ନାୟକଙ୍କ ମରଶରୀର । ହେଲେ ନିଜ ମାଟିରେ ମିଳିଲାନି ସମ୍ମାନ । ଏ ନେଇ ଶହୀଦଙ୍କ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ଏପଟେ ପୋଲିସ ପ୍ରଶାସନ ପହଞ୍ଚି ପରିବାର ଲୋକଙ୍କ ସହ ଆଲେଚନା କରିଛି ।

ABOUT THE AUTHOR

...view details