ଓଡିଶା

odisha

By

Published : Nov 15, 2019, 1:40 PM IST

ETV Bharat / videos

73 ବର୍ଷ ପରେ ମିଳିଲା ବିଜୁଳି ସଂଯୋଗ

ଗଜପତି: ଦିନେ ବିଜୁଳି ଆଲୋକ ଥିଲା ସାତ ସପନ । ଆଲୋକ ପାଇଁ ସାହାଭରସା ଥିଲା ଡିବିରି ଓ ଲଣ୍ଠନ । ସୂର୍ଯ୍ୟସ୍ତ ପରେ ଗାଁକୁ ମାଡି ଆସୁଥିଲା ଅନ୍ଧକାର । ପିଲାଙ୍କ ପାଠ ପଢାରେ ଉପୁଜୁଥିଲା ସମସ୍ୟା । କିନ୍ତୁ ଏବେ ଆଉ ସେପରି ହେବନି । କାରଣ ଗଜପତି ଜିଲ୍ଲା ବଡଅଞ୍ଜ ଗାଁରେ ଜଳିଛି ବିଜୁଳି ଆଲୋକ । ବିଳମ୍ବରେ ହେଉ ପଛେ ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ହୋଇଛି ଦୂର । ଏମିତି ଏକ ଖୁସିର ମୂହୂର୍ତ୍ତକୁ ଉପଭୋଗ କରିଛନ୍ତି ଗ୍ରାମବାସୀ ।

ABOUT THE AUTHOR

...view details