ଓଡିଶା

odisha

By

Published : Jan 26, 2022, 3:26 PM IST

Updated : Jan 26, 2022, 8:10 PM IST

ETV Bharat / videos

ପଦ୍ମ ସମ୍ମାନର ସଫଳତା କହିଲେ ପ୍ରତିଭା ରାୟ

ଭୁବନେଶ୍ବର: ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା । ଓଡ଼ିଶାର ୬ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବେ । କୌଣସି କାମ ଛୋଟବଡ ନୁହେଁ ବରଂ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି କହିଛନ୍ତି ଔପନ୍ୟାସିକା ପ୍ରତିଭା ରାୟ। ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Jan 26, 2022, 8:10 PM IST

ABOUT THE AUTHOR

...view details