ଓଡିଶା

odisha

ETV Bharat / videos

’31 ମାର୍ଚ୍ଚ ସୁଦ୍ଧା ଧାନ କିଣି ପାରିବେନି ସରକାର’

By

Published : Mar 19, 2021, 2:55 PM IST

ଭୁବନେଶ୍ବର: ଆଜି ବିଧାନସଭାରେ ଧାନ ସମସ୍ୟା ଉପରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ । 31 ମାର୍ଚ୍ଚ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ ବିକ୍ରି କରାଯିବ ବୋଲି କହିଥିଲେ ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ବାଇଁ । ଏଥିରେ ସନ୍ଦେହ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି 31 ମାର୍ଚ୍ଚ ସୁଦ୍ଧା ସମସ୍ତ ଚାଷୀ ଧାନ ବିକ୍ରି କରିପାରିବେ ନାହିଁ । କାରଣ 31 ମାର୍ଚ୍ଚ ପରେ ସରକାର ଆଉ ତାରିଖ ଘୁଞ୍ଜାଇ ପାରିବେ ନାହିଁ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details