ଜନତା କର୍ଫ୍ୟୁ ପ୍ରଭାବ: ଜନଶୂନ୍ୟ ରାୟଗଡା ଷ୍ଟେସନ - ଜନତା କର୍ଫ୍ୟୁ
ରାୟଗଡା: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ରାୟଗଡା ଜନତା କର୍ଫ୍ୟୁ ପାଳନ । ଲୋକେ ଘରୁ ବାହାରୁ ନଥିବାରୁ ରାସ୍ତାଘାଟ ଶୂନଶାନ ରହିଛି । ସେପଟେ ସମସ୍ତ ଟ୍ରେନ ବାତିଲ କରାଯାଇଥିବାରୁ ରାୟଗଡା ଷ୍ଟେସନ ଖାଁ ଖାଁ ରହିଛି ଷ୍ଟେସନ । ଏନେଇ ଆମ ପ୍ରତିନିଧ ଷ୍ଟେସନ ମାଷ୍ଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।
Last Updated : Mar 22, 2020, 3:05 PM IST