ସାଧାରଣ ଲୋକଙ୍କୁ ନା’, ବନ ବିଭାଗକୁ ହଁ ! - ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍
ଅଭୟାରଣ୍ୟ ଭିତରୁ ଗଛ କାଟିବା ତ ଦୂରର କଥା ପତ୍ରଟିଏ ମଧ୍ୟ ଅଣାଯାଇ ପାରିବ ନାହିଁ । ଅଭୟାରଣ୍ୟ ଜମିକୁ କୌଣସି ଅଣ-ଜଙ୍ଗଲ କାମରେ ବ୍ୟବହାର କରାଯାଇ ପାରିବ ନାହିଁ । ଏଭଳି ବହୁ କଟକଣା ରହିଛି । ତଥାପି ଜଙ୍ଗଲରେ ବନ ବିଭାଗର ଚାଲିଛି ବେଧଡକ ଗଛ କଟା । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...