ଓଡିଶା

odisha

By

Published : Feb 12, 2020, 11:34 PM IST

ETV Bharat / videos

କାମ ଦେଉନି ‘ନିର୍ଭୟା କଢି’ ଯୋଜନା, ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରୀ

ଭଞ୍ଜନଗର: ଗାଁରୁ ସହର ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି ଝିଅଙ୍କ ପାଠପଢା ଉପରେ ବେଶୀ ଗୁରୁତ୍ବ ପ୍ରଦାନ କରାଯାଉଥିବାବେଳେ, ଗଞ୍ଜାମ ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଝିଅଙ୍କ ପାଠ ପଢାକୁ ନେଇ 'ନିର୍ଭୟା କଢି' ଯୋଜନା କରାଯାଇଛି ସତ । ହେଲେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

ABOUT THE AUTHOR

...view details