ଓଡିଶା

odisha

By

Published : Mar 7, 2020, 7:50 PM IST

ETV Bharat / videos

ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

ଯାଜପୁର: ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ ହୋଇଯାଇଛି । ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ହୋଇଯାଇଛି । ଏହି ସମାରୋହକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଳିତ ବର୍ଷ ୩୪୭ ଜଣ ହିତାଧିକାରୀଙ୍କୁ ୧ କୋଟି ୫୫ଲକ୍ଷ ସହାୟତା ରାଶି ବଣ୍ଟନ କରିଥିଲେ ।

ABOUT THE AUTHOR

...view details