ଓଡିଶା

odisha

ETV Bharat / videos

ଇଞ୍ଜିନିୟରିଂ ଛାତ୍ରୀଙ୍କ ନିଆରା ‘ଚୁଲା’ - ବିନା ଧୂଆଁ ସହ କମ ସମୟରେ ରୋଷେଇ

By

Published : Dec 5, 2019, 11:00 AM IST

ଭୁବନେଶ୍ବର: ଖୁବ ସମୟ ମଧ୍ୟରେ ହେବ ରୋଷେଇ । ଏପରିକି ଭାତ 5 ମିନିଟରେ ପ୍ରସ୍ତୁତ ହୋଇପାରୁଥିବା ବେଳେ ଓ ଡାଲି କରିବାକୁ ମାତ୍ର 4 ମିନିଟ । ଏପରି ଏକ ଚୁଲା ପ୍ରସ୍ତୁତ କରିଛନ୍ତି ରାଜଧାନୀର ଜଣେ ଇଞ୍ଜିନିୟରିଂ ଛାତ୍ରୀ ଦେବଶ୍ରୀ ପାଢ଼ୀ । ଏଥିରେ କେବଳ ସମୟ ବଞ୍ଚୁନାହିଁ ବରଂ ଏହା ଧୂଆଁ ବିହୀନ ଓ ପରିବେଶ ଉପଯୋଗୀ ।

ABOUT THE AUTHOR

...view details