ଓଡିଶା

odisha

ETV Bharat / videos

‘ନୂଆ ଶିକ୍ଷା ନୀତି ଏକ ଯୁଗାନ୍ତକାରୀ ପଦକ୍ଷେପ’ - ଶିକ୍ଷା ନୀତିକୁ ସଂଶୋଧନ

🎬 Watch Now: Feature Video

By

Published : Jul 31, 2020, 1:19 PM IST

ଭୁବନେଶ୍ବର: ଦୀର୍ଘ ୩୪ ବର୍ଷ ପରେ ଭାରତର ଶିକ୍ଷା ନୀତିକୁ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ବୁଧବାର ନୂଆ ଶିକ୍ଷା ନୀତିକୁ କ୍ୟାବିନେଟ ମଞ୍ଜୁରୀ ମଧ୍ୟ ମିଳିସାରିଛି । ବଦଳୁଛି ସମୟ, ବଦଳୁଛି ସମାଜ, ଭାରତୀୟ ଶିକ୍ଷା ନୀତିର ହେବ ଅନ୍ତର୍ଜାତୀୟ କରଣ । ଉଚ୍ଚ ଶିକ୍ଷା ଓ ଗଣଶିକ୍ଷାରେ ହେଲା ବିଭିନ୍ନ ପରିବର୍ତ୍ତନ । ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି, ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ମାନବ ସମ୍ବଳ ବିକାଶ ବିକାଶ ମନ୍ତ୍ରାଳୟକୁ ଶିକ୍ଷା ମନ୍ତ୍ରଣାଳୟ ଭାବେ ନାମିତ କରଯାଇଛି।ଶିକ୍ଷାରେ ଟେକ୍ନୋଲୋଜି ବ୍ୟବହାର,ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଭୋକେସନାଲ ଶିକ୍ଷା,ଆଞ୍ଚଳିକ ଭାଷା ,ସ୍ଥାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଛାତ୍ରଛାତ୍ରୀ ଙ୍କୁ ଉତ୍କର୍ଷ ହାସଲ କରିବାରେ ସହାୟକ ହେବ ଏହି ଶିକ୍ଷା ନୀତି ବୋଲି ଶିକ୍ଷାବିତ ମାନେ ମତ ଦେଇଥିଲା ବେଳେ ଏହି ନୀତିରେ କିଛି ପରିବର୍ତ୍ତନ ଦାବି କରିଛି ରାଜ୍ୟ ଅଭିଭାବକ ମହାସଙ୍ଘ।

ABOUT THE AUTHOR

...view details