ଓଡିଶା

odisha

ETV Bharat / videos

ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଏନସିସି କ୍ୟାଡେଟଙ୍କ ସଚେତନ - ଏନସିସି କ୍ୟାଡେଟଙ୍କ ସଚେତନ

By

Published : Jan 22, 2021, 8:56 AM IST

ବ୍ରହ୍ମପୁର: ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଗୋଲାପ ଫୁଲ। ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବ୍ରହ୍ମପୁର ସହରରେ ଏଭଳି ଏକ ଅଭିନବ ଉପାୟରେ ଲୋକଙ୍କୁ ସଚେତନତା କରାଯାଇଛି। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ପୋଲିସ ଏବଂ ଟ୍ରାଫିକ ପୋଲିସ ପକ୍ଷରୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ସଚେତନ କରାଯାଇଛି। ଏଭଳି ନିଆରା ଢ଼ଙ୍ଗର ସଚେତନତା କାର୍ଯ୍ୟକ୍ରମରେ ଏନସିସି ବିଦ୍ୟାର୍ଥୀ ଏବଂ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ବିଶେଷ ଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details