ଓଡିଶା

odisha

ETV Bharat / videos

ଖାନନଗର ପୂଜା ମଣ୍ଡପରୁ ଜଗତ ଜନନୀଙ୍କ ନବମୀ ପୂଜା - ଜଗତ ଜନନୀଙ୍କ ନବମୀ ପୂଜା

By

Published : Oct 25, 2020, 10:54 PM IST

ସାରା ଦେଶରେ ପାଳିତ ହେଉଛି ମା’ ଦୁର୍ଗାଙ୍କ ନବମୀ ପୂଜା । ହେଲେ କୋରୋନା ଯୋଗୁଁ ଭକ୍ତଙ୍କ ବିନା ଖାଁ ଖାଁ ସମସ୍ତ ପୂଜା ମଣ୍ଡପ । ଏହି ପରିପ୍ରେକ୍ଷୀରେ କଟକ ଖାନନଗର ପୂଜା ମଣ୍ଡପରୁ ଜଗତ ଜନନୀଙ୍କ ନବମୀ ପୂଜା ପାଳିତ ହୋଇଯାଇଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details