ଓଡିଶା

odisha

ETV Bharat / videos

ବର୍ଷା-ଅନୁଭବ ଘରୋଇ ହିଂସା ମାମଲା: SDJM କୋର୍ଟରେ ହାଜର ହେଲେ ସାଂସଦ - ବର୍ଷା-ଅନୁଭବ ଘରୋଇ ହିଂସା ମାମଲା

By

Published : Dec 18, 2020, 9:46 PM IST

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଜାରି ରହିଥିବା ଆଇନଗତ ଲଢେଇ କ୍ରମରେ ଆଜି (ଶୁକ୍ରବାର) ପ୍ରଥମଥର ଲାଗି କୋର୍ଟରେ ହାଜର ହୋଇଥିଲେ ଅନୁଭବ ମହାନ୍ତି । କଟକ SDJM ଙ୍କ କୋର୍ଟରେ ହୋଇଥିବା ଏହି ଶୁଣାଣି ସମୟରେ ଅନୁଭବ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ତେବେ ଏହି ଅବସରରେ ସେ ଯିଏ ଦୋଷୀ, ତାଙ୍କୁ ଦାଣ୍ଡ ମିଳୁ ବୋଲି ଗଣମାଧ୍ୟମକୁ କହିଲେ ଅନୁଭବ । ତେବେ କୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ସେହିପରି ନୂଆବର୍ଷ ଅବସରରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଆଜି ଏହାର ଶୁଣାଣି ସମୟରେ ଅନୁଭବ କୋର୍ଟରେ ହାଜର ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି କୋର୍ଟଙ୍କୁ ପାର୍ଥନା କରିଥିଲେ ।

ABOUT THE AUTHOR

...view details