ଓଡିଶା

odisha

ରସୁଲଗଡ ପୂଜାମଣ୍ଡପରେ ଚାଲିଛି ମା’ଙ୍କ ଅଷ୍ଟମୀ ପୂଜା

By

Published : Oct 13, 2021, 10:25 PM IST

Published : Oct 13, 2021, 10:25 PM IST

ଆଜି ମା’ଙ୍କ ମହାଷ୍ଟମୀ ପୂଜା । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ କୋଭିଡ କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ନୀତି । ତେବେ କେମିତି ରହିଛି ରାଜଧାନୀର ଅନ୍ୟତମ ପ୍ରସିଦ୍ଧ ପୂଜା ମଣ୍ଡପ ରସୁଲଗଡର ଚିତ୍ର, ଦେଖନ୍ତୁ ଭିଡିଓ....

ABOUT THE AUTHOR

...view details