ଓଡିଶା

odisha

ETV Bharat / videos

ବିଧାନସଭାରେ ଏମଏସପି ପ୍ରସଙ୍ଗ, ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ ପାଇଁ ମନ୍ତ୍ରୀଙ୍କ ଦାବି - Swaminathan Committee report

By

Published : Feb 24, 2021, 5:08 PM IST

ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଛି ଏମଏସପି ପ୍ରସଙ୍ଗ । ଆଜି(ବୁଧବାର) ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠିଥିବାବେଳେ ଧାନର ଏମଏସପି କଣ ପାଇଁ ବଢାଯାଉନି ବୋଲି ଅନେକ ବିଧାୟକ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖିବା ସହ କେନ୍ଦ୍ର ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ସଂକ୍ରାନ୍ତରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି,‘2017 ମାର୍ଚ୍ଚ 25 ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି 2930 ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । 13 ଜୁଲାଇ 2018ରେ ମଧ୍ୟ ଏ କଥା ଉଠାଯାଇଥିଲା ।’

ABOUT THE AUTHOR

...view details