ଓଡିଶା

odisha

ETV Bharat / videos

କେତେ ସୁରକ୍ଷିତ ପ୍ରବାସୀଙ୍କ ଘର ବାହୁଡା? - ପ୍ରବାସୀ ଶ୍ରମିକ

By

Published : Jun 11, 2020, 3:36 PM IST

ଅନୁଗୋଳ: ପ୍ରବାସୀଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ । ସଂକ୍ରମଣ ବେଳେ ସଙ୍କଟ ହୋଇଛି ପ୍ରବାସୀଙ୍କ ଘର ବାହୁଡା। ଏମାନଙ୍କୁ ସୁରକ୍ଷା ଦେବା ବଦଳରେ ଠେଲି ଦେଇଛନ୍ତି ବିପଦକୁ । ଜଣେ କି ଦୁଇ ଜଣ ନୁହଁ ଅନେକ ଶ୍ରମିକଙ୍କୁ ଏକାଠି ଟ୍ରକରେ ଲୋଡ କରି ଘରକୁ ପଠାଉଛି ଅନୁଗୋଳ ପ୍ରଶାସନ।

ABOUT THE AUTHOR

...view details