ETV Bharat Odisha

ଓଡିଶା

odisha

video thumbnail

ETV Bharat / videos

ପରିବା ରାଣୀ ମାମୁନି, କଳାକୃତି ଦେଖିଲେ ଲାଖିଯିବ ଆଖି - physically challenged girl mamuni

author img

By

Published : Dec 7, 2019, 1:08 PM IST

#ଭଲଖବର: ମାମୁନି ଦଳାଇ। ପିଲାଟି ଦିନରୁ ଚାଲିପାରନ୍ତି ନାହିଁ । ହାତ ବି ଭଲରେ କାମ କରୁନି। କିନ୍ତୁ ସେ କୌଣସି ସାଧାରଣ ଝିଅଟିଏ ଠାରୁ କମନୁହଁନ୍ତି। ନିଜ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ବାସରେ ସେ ଆଗେଇ ଚାଲିଛନ୍ତି। ନିଜ କଳା କାରିଗରୀରେ ସେ ପରିବାକୁ ବ୍ୟବହାର କରି ନାନାଦି କଳାକୃତି କରିଥାନ୍ତି ।

ABOUT THE AUTHOR

author-img

...view details