ଓଡିଶା

odisha

ଓଡିଶା ବୋହୂ ଏବେ ୟୁଟ୍ୟୁବ ସେନ୍‌ସେସନ୍‌

By

Published : Jun 19, 2021, 8:44 PM IST

ଯାଜପୁର: ଗୃହିଣୀ ଏବେ ୟୁଟ୍ୟୁବ କୁଇନ । ଗାଁ ଭିତରେ ଓଢଣା ଆଢୁଆଳରେ ବି ନିଜ ଲୁକାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିଛନ୍ତି ଯାଜପୁର ବୋହୂ ମୋନାଲିସା ଭଦ୍ର । ଦେଖନ୍ତୁ ଆମ ଓଡିଆ ବୋହୂର ପ୍ରେରଣାଦାୟୀ ପ୍ରୟାସ .. ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details