ଓଡିଶା

odisha

ETV Bharat / videos

ସଲାମ ଶହୀଦ ରାଣା ପ୍ରତାପ, ଅଞ୍ଚଳବାସୀ ଦେଲେ ଅଶ୍ରୁଳ ବିଦାୟ - chopper crash news update

By

Published : Dec 11, 2021, 10:21 PM IST

Updated : Dec 12, 2021, 6:45 AM IST

ଅନୁଗୋଳ: ପଞ୍ଚଭୁତରେ ଲୀନ ହେଲେ ଶହୀଦ ରାଣା ପ୍ରତାପ ଦାସ । ବୀର ଯବାନ ରାଣା ପ୍ରତାପ ଦାସଙ୍କୁ ଆଜି ଝୁରୁଛି ମା ମାଟି କୃଷ୍ଣଚନ୍ଦ୍ର ପୁର । ଗାଁ ମଶାଣିରେ ହୋଇଛି ଶେଷକୃତ୍ୟ । ସତେ ଯେପରି ମାଟି ମା’ କୋଳେଇ ନେଇଛି ନିଜ ବୀର ସୁପୁତ୍ରଙ୍କୁ । ଭାରତ ମାତା କି ଜୟ, ବନ୍ଦେ ମା ତରମ୍‌, ଅମର ରହେ ରାଣା ପ୍ରତାପ ଆଦି ଧ୍ବନୀରେ କୃଷ୍ଣଚନ୍ଦ୍ରପୁରର ଗଗନ ପବନ ପ୍ରକମ୍ପିତ ହୋଇଯାଉଥିଲା । ଆଉ ମାଟି ମା’ର ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଉଥିଲା । ଉପସ୍ଥିତ ସମସ୍ତଙ୍କ ଆଖିରୁ ଝରିଆସୁଥିବା ରାଣା ପ୍ରତାପଙ୍କ ବିଦାୟୀ ଅଶ୍ରୁ । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Dec 12, 2021, 6:45 AM IST

ABOUT THE AUTHOR

...view details