ଓଡିଶା

odisha

ETV Bharat / videos

ଦୀପାବଳିରେ ଲିଭିଗଲା ଜୀବନ ଦୀପ, ଶୋକାକୁଳ ପରିବେଶରେ ଯବାନଙ୍କୁ ବିଦାୟ - ଯାଜପୁରର ଶହୀଦ ସୁବେଦାର ଅଜୟ ମହାନ୍ତି

By

Published : Nov 1, 2019, 2:15 PM IST

ଯାଜପୁର: ଆଲୋକର ପର୍ବରେ ଘରେ ଘରେ ଖୁସିର ମାହୋଲ । ରଙ୍ଗବେରଙ୍ଗର ଆଲୋକରେ ପୂରି ଉଠିଥିଲା ଘର । ହେଲେ ଖୁସିର ପର୍ବରେ ସବୁଦିନ ପାଇଁ ଲିଭିଯାଇଥିଲା ବୀର ଓଡିଆ ଯବାନ ଜୀବନ ଦୀପ । କୁଆଖିଆ ଥାନା ରାଜେନ୍ଦ୍ରପୁର ପଞ୍ଚାୟତ ପରଜଙ୍ଗ ଗ୍ରାମର ଅଜୟ ମହାନ୍ତି । ସୀମାରେ ଦେଶମାତୃକାର ସେବା କରୁ କରୁ ହୃଦଘାତରେ ଚାଲିଗଲା ଜୀବନ । ଏପଟେ ଖବର ପାଇ ଗାଁରେ ଖେଳିଯାଇଥିଲା ଶୋକର ଲହରୀ ।

ABOUT THE AUTHOR

...view details