ଓଡିଶା

odisha

ETV Bharat / videos

ତହସିଲଦାରଙ୍କ ଗାଡିକୁ ମାଫିଆଙ୍କ ଆକ୍ରମଣ - ମାଫିଆଙ୍କ ଆକ୍ରମଣ

By

Published : Dec 10, 2020, 5:55 PM IST

ଖୋର୍ଦ୍ଧା: ଦିନକୁ ଦିନ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, ତହସିଲଦାରଙ୍କ ଗାଡିକୁ ପଥର ମାଫିଆମାନେ ସଙ୍ଗବଧ ଭାବେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି । ବେଆଇନ ଭାବେ ପଥର ଚାଲାଣ ହେଉଥିବା ଟ୍ରାକ୍ଟରକୁ ପିଛା କରୁଥିବାବେଳେ ଜଟଣୀ ତହସିଲଦାରଙ୍କ ଗାଡିକୁ ସଙ୍ଗବଧ ଭାବେ ଗଡ ଖୋର୍ଦ୍ଧା ଛକ ଠାରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ଗାଡି ଭାଙ୍ଗିରୁଜି ଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି ।

ABOUT THE AUTHOR

...view details