ଓଡିଶା

odisha

By

Published : Oct 17, 2021, 8:09 AM IST

ETV Bharat / videos

ମେଲାଣି ନେଲେ ମା' ଦଶଭୁଜା

ବ୍ରହ୍ମପୁର: ସରିଛି ଏବର୍ଷର ଶାରଦୀୟ ଦୁର୍ଗାପୂଜା । ମେଲାଣି ନେଇଛନ୍ତି ମା' ଜଗତଜନନୀ । ପୂର୍ବ ପ୍ରସ୍ତୁତି ଅନୁସାରେ ମାଙ୍କୁ ମେଲାଣି ଦେଇଛି ଭକ୍ତ । କୋଭିଡ କଟକଣା ପାଇଁ ଧୂମଧାନରେ ପୂଜା ପାଳନ ହୋଇନଥିବାରୁ ଭକ୍ତମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆସନ୍ତାବର୍ଷ କିପରି ସଂସାରରୁ ମହାମାରୀ ବିନାଶ ଘଟିବ ସେଥିପାଇଁ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details