ଓଡିଶା

odisha

By

Published : Jul 19, 2020, 2:43 PM IST

ETV Bharat / videos

ଲକଡାଉନ ଯାଜପୁର, ଦେଖନ୍ତୁ କ'ଣ ରହିଛି ସ୍ଥିତି

ଯାଜପୁର: ଯାଜପୁର ସମେତ 4ଟି ଜିଲ୍ଲାରେ 17 ତାରିଖ ରାତି 9ଟାରୁ କାର୍ଯ୍ୟକାରୀ ହୋଇଛି ଲକଡାଉନ ନିୟମ । ପ୍ରତିଦିନ ସକାଳ 6ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଜରୁରୀ ସାମଗ୍ରୀ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ଓ ବ୍ୟବସାୟ ସଂସ୍ଥା ବନ୍ଦ ରହୁଛି । ତେବେ ଲକଡାଉନ ସ୍ଥିତି କିପରି ରହିଛି ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ଜ୍ଞାନ ରଞ୍ଜନ ଓଝା.. ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details