ଲକ ଡାଉନରେ ରାଜଧାନୀ: ବିନା ପାସରେ ଗଡୁନି ଗାଡି - ଲକ ଡାଉନରେ ରାଜଧାନୀ
ଭୁବନେଶ୍ବର: ଆଜି ରାଜ୍ୟରେ ଲକ ଡାଉନର ଦ୍ବିତୀୟ ଦିନ । କଡାକଡି ହେଇଛି ଟ୍ରାଫିକ ବ୍ୟବସ୍ଥା । ଲକ ଡାଉନ ସତ୍ତ୍ବେ ଲୋକେ ଘରୁ ବାହାରୁ ଥିବାରୁ ପାସର ବ୍ୟବସ୍ଥା କରାଯାଇଛି । ଫଳରେ ବିନା ପାସରେ ଲୋକଙ୍କୁ ଆଗକୁ ଯିବାକୁ ଅନୁମତି ମିଳୁନାହିଁ । ତେବେ କେବଳ ଜରୁରୀ କାମ ପାଇଁ ଛଡା ଯାଉଥିବାବେଳେ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମକୁ ଅନୁମତି ମିଳୁଛି । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ