ଓଡିଶା

odisha

ETV Bharat / videos

ରଜ ଶେଷ ଦିନରେ ଦୋଳି ସହ ପିଠାପଣାର ଆନନ୍ଦ ନେଲେ ରାଜଧାନୀବାସୀ

By

Published : Jun 16, 2021, 8:34 PM IST

ରଭୁବନେଶ୍ବର: ସରି ଆସିଲାଣି ଏବର୍ଷ ରଜ । ବୁଧବାର ରଜର ତୃତୀୟ ଦିନ ଥିବା ବେଳେ ସମସ୍ତେ ଏହାର ଭରପୁର ଆନନ୍ଦ ଉଠାଇଛନ୍ତି । ରାଜଧାନୀର ଡମଣା ବଣିଆ ସାହିରେ ମାକ୍ସ ପିନ୍ଧି ଦୋଳି ଖେଳି ରଜ ପାଳୁଛନ୍ତି କୁମାରୀ ଝିଅ । ପିଠାପଣା, ପାନ ଓ ସଜବାଜ ହୋଇ ଶେଷ ରଜର ଆନନ୍ଦ ନେଇଛନ୍ତି ଶିଶୁ, ଯୁବତୀ ଓ ମହିଳା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details