ଜାଣନ୍ତୁ, କ'ଣ ରହିଛି ସୁନାବେଶ ସ୍ବତନ୍ତ୍ରତା - ସୁନାବେଶ
ପୁରୀ: ଆଜି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ବର ବେଶ । ପ୍ରତିବର୍ଷ ଆଷାଢ ଶୁକ୍ଲ ଏକାଦଶୀରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ହେଲେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାମାରୀ ଯୋଗୁଁ ବିନା ଭକ୍ତରେ ସୁନାବେଶ ହେଉଛି । ତେବେ କ'ଣ ରହିଛି ଏହି ବେଶର ସ୍ବତନ୍ତ୍ରତା ଓ ଶାସ୍ତ୍ରୀୟ ବିଶ୍ବାସ, ଶୁଣନ୍ତୁ ଅଚ୍ୟୁତାନନ୍ଦ ଦାସ ମହାରାଜଙ୍କ ମୁହଁରୁ...