ବଜ୍ରପାତରେ ଜଳିଗଲା ଘର, 5ମାସରୁ ଖୋଲା ଆକାଶ ତଳେ ଭଗବାନ
କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ଆବାସ, ପାନୀୟ ଜଳ, ଭତ୍ତା ଆଦି ଯୋଜନା ପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ଯୋଜନା ଗୁଡିକ ଯୋଜନା ମଧ୍ୟରେ ରହିଯାଉଥିବା ଜଣା ପଡୁଛି ।