ଓଡିଶା

odisha

By

Published : Oct 30, 2019, 8:15 PM IST

ETV Bharat / videos

କେନ୍ଦ୍ରାପଡା କୋ-ପରେଟିଭ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ତେଜୁଛି ରାଜନୀତି । ଏନେଇ ଥାନାରେ କୋ-ଅପରେଟିଭ ବ୍ୟାଙ୍କର ସଭାପତିଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।

ABOUT THE AUTHOR

...view details