ଓଡିଶା

odisha

ETV Bharat / videos

ଗନ୍ଧଉଛି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ପରିସର, ନାକ ଟେକୁଛନ୍ତି ଲୋକେ - କେନ୍ଦ୍ରାପଡା ସ୍ବଚ୍ଛତାର ଅସଲ ଚିତ୍ର

By

Published : Feb 14, 2020, 7:07 PM IST

କେନ୍ଦ୍ରାପଡା: ଜିଲ୍ଲାରେ ସଫେଇର ବାସ୍ତବ ଚିତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ ବାରି ହୋଇପଡୁଛି । ଅଫିସର ଚତୁଃପାର୍ଶ୍ବରେ କୁଢ କୁଢ ମଇଳା । ଶୌଚାଳୟ ପାଇପ ଫାଟି ମଇଳା ପାଣି ବୋହିଯାଉଛି । ଟ୍ରାନ୍ସଫର୍ମରେ ଗଛ ମାଡି ଗଲାଣି । ଝରକା ବାହାରେ ମେଞ୍ଚା ମେଞ୍ଚା କାଗପତ୍ର ଉପରେ ଆବର୍ଜନା ସବୁ ପଡି ପୋକ ଚରିଗଲେଣି । ଏପଟେ ଯେଉଁଠି ଫଳକ ସେଠାରେ ପାନ ଛେପର ମୋଟା ଲେପ, ଆଉ ତା ସାଙ୍ଗେ ଗଡୁଛି ମଦ ବୋତଲ ।

ABOUT THE AUTHOR

...view details