ଓଡିଶା

odisha

ETV Bharat / videos

କୋରୋନାକୁ ନେଇ କନ୍ଧମାଳ ପୋଲିସର ସଙ୍ଗୀତ ଆଲବମ୍ - କୋରୋନାକୁ ନେଇ କନ୍ଧମାଳ ପୋଲିସର ସଙ୍ଗୀତ ଆଲବମ୍

By

Published : Apr 6, 2020, 1:41 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପୋଲିସ ରିଲିଜ୍ କରିଛି କୋରୋନା ସଚେତନତା ଆଲବମ୍‌ । ସଙ୍ଗୀତ ରଚନା ଓ କଣ୍ଠଦାନ କରିଛନ୍ତି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା । ଆଲବମକୁ ରିଲିଜ କରିଛନ୍ତି ଏସପି ପ୍ରତୀକ ସିଂ । ‘ଦେଖିକି ଚଳୁଥିବ ମୋ ଭାଇ’ ଶୀର୍ଷକ ଏହି ସଙ୍ଗୀତ ପ୍ରସ୍ତୁତ କରିଛି କନ୍ଧମାଳ ପୋଲିସ୍ । କୋରୋନା ସଚେତନତା ପାଇଁ ଏହି ସଙ୍ଗୀତକୁ ମାଧ୍ୟମ କରିଛି ଜିଲ୍ଲା ପୋଲିସ । କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details