ଓଡିଶା

odisha

ETV Bharat / videos

ପୋଲିସ-ମାଓ ମୁହାଁମୁହିଁ: ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ମୃତ - ମାଓବାଦୀ ନିହତ

🎬 Watch Now: Feature Video

By

Published : Jul 24, 2020, 3:19 PM IST

ଫୁଲବାଣୀ: ଜିଲ୍ଲାର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ମାଓବାଦୀ-ପୋଲିସ ଗୁରୁବାର ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ପ୍ରାୟ ୧୦୦ ରାଉଣ୍ଡରୁ ଅଧିକ ଗୁଳି ଚାଲିଥିଲା। ପରେ ସର୍ଚ୍ଚ ଅପରେସନରେ 2ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି। ତେବେ ମୃତ ମାଓବାଦୀ କମାଣ୍ଡର ଦଶ୍ରୁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଅନ୍ୟ ଜଣକ ମମତା ହୋଇଥିଵା ସୁତ୍ର କହୁଥିବା ବେଳେ ପୋଲିସ ସ୍ପଷ୍ଟ କରି ନାହିଁ।

ABOUT THE AUTHOR

...view details