ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି, ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର - plasma therapy successful
କଟକ: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ଜନିତ ମୃତ୍ୟୁ । ପ୍ରତ୍ୟେକ ଦିନ କୋରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଯଦିଓ କୋଭିଡ-19 ଚିକିତ୍ସା ପାଇଁ ଏଯାବତ ଔଷଧ ବାହାରି ନାହିଁ, ତଥାପି ପ୍ଲାଜମା ଥେରାପି ଅନେକାଂଶରେ ପ୍ରତିଷେଧକ ଭାବେ କାମ କରୁଛି। ରାଜ୍ୟରେ ଏବେ ପ୍ଲାଜମା ଥେରାପି ସଫଳ ହେଉଥିବା ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି, ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।