ଓଡିଶା

odisha

ETV Bharat / videos

ମାତିଛନ୍ତି କାଠ ମାଫିଆ, ଚେଇଁ ଶୋଇଛି ବନ ବିଭାଗ - illegal forest tree cuting

By

Published : Feb 19, 2020, 10:55 PM IST

ନୂଆପଡା: ଜଙ୍ଗଲ ସୁରକ୍ଷା ପାଇଁ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ମାଓ ଡରରେ ଜଙ୍ଗଲ ସୁରକ୍ଷାରେ ହେଳା କରୁଛନ୍ତି ବନବିଭାଗ । ଯାହାର ଫାଇଦା ଉଠାଉଛନ୍ତି କାଠ ମାଫିଆ । ଫଳରେ ଘଞ୍ଚ ଅରଣ୍ୟ ଏବେ ପଦା ହେବାକୁ ବସିଛି । ସିନାପାଲି ବନବିଭାଗ ପୋଡାପଦର ବିଟହାଉସ ଅଧିନସ୍ଥ ଯୋଗଭଟା ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏମିତି ଘଟଣା ।

ABOUT THE AUTHOR

...view details