ଓଡିଶା

odisha

ETV Bharat / videos

ବିବାହ ପୂର୍ବରୁ ରକ୍ତଦାନ କଲେ ବରକନ୍ୟା - ବ୍ରହ୍ମପୁରରେ ଆଦର୍ଶ ବିବାହ

By

Published : Oct 22, 2019, 8:02 PM IST

ଦେଖନ୍ତୁ ଏଦୃଶ୍ୟକୁ ଜାତି, ଜାତକ, ଯୌତୁକ ଓ ବିନା କର୍ମକାଣ୍ଡରେ ଚାଲିଛି ବାହାଘର । ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଯାଇଛି ଏମିତି ଏକ ଆଦର୍ଶ ବିବାହ । ବିବାହ ପୂର୍ବରୁ ଉଭୟ ବର ଓ କନ୍ୟା ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ । ପରେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ ବିପ୍ଳବ କୁମାର ଓ କନ୍ୟା କେ. ଅନିତା ପାତ୍ର ।

ABOUT THE AUTHOR

...view details