ଓଡିଶା

odisha

ETV Bharat / videos

ମେଲାଣୀ ନେଉଛନ୍ତି ମା' - କଟକ ଦେବୀଗଡାରେ ମା'ଙ୍କୁ ବିସର୍ଜନ

By

Published : Oct 9, 2019, 9:02 PM IST

କଟକ: ବେଶ ଜାକଜମକରେ ଅନୁଷ୍ଠିତ ହେଉଛି ମା' ଦୁର୍ଗା ଙ୍କର ଭସାଣି ଯାତ୍ରା । ନିଶା ମୁକ୍ତ ,ଡିଜେ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତରେ ମାଆ ଙ୍କୁ ଦେବୀଗଡ଼ା ନିକଟକୁ ପାଛୋଟି ନେଉଛନ୍ତି ସମସ୍ତ ପୂଜା ମଣ୍ଡପ ସଦସ୍ୟ । ପାରମ୍ପାରିକ ବାଦ୍ୟରେ ମା'ଙ୍କୁ ବିଦାୟ ଦେଉଛି କଟକ ସହର । ଅନ୍ୟପଟେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ABOUT THE AUTHOR

...view details