ଓଡିଶା

odisha

ପୁଣି ବିବାଦରେ ହ୍ୟୁମାନ ସାଗର: ୟୁଟ୍ୟୁବରେ 'ଛେଣ୍ଡିପଦା ରାଣୀ' ଗୀତକୁ ନେଇ ଥାନାରେ ମାମଲା

By

Published : Jul 7, 2020, 4:56 PM IST

ଅନୁଗୋଳ: ବାରମ୍ବାର ନିଜ ଗୀତକୁ ନେଇ ବିବାଦରେ ଛନ୍ଦି ହୋଉଛନ୍ତି ଓଡିଶାର ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କିଛି ଦିନ ପରେ ପୁଣି ଏକ ନୂଆ ବିବାଦରେ ଫସିଛନ୍ତି ହ୍ୟୁମାନ ସାଗର । ଛେଣ୍ଡିପଦା ରାଣୀ ନାଁ ରେ ଏକ ଗୀତ ଗାଇ ବିବାଦୀୟ ହୋଇଛନ୍ତି ହ୍ୟୁମାନ । କଥା ଯାଇ ପହ଼ଞ୍ଚିଛି ଥାନାରେେ । ବିବାଦୀୟ ଗୀତ ନେଇ ଥାନାରେ ହୋଇଛି ଅଭିଯୋଗ ।

ABOUT THE AUTHOR

...view details