ଯାଜପୁରରେ କେମିତି ରହିଛି ଲକଡାଉନ ସ୍ଥିତି, ଦେଖନ୍ତୁ ଭିଡିଓ
ଯାଜପୁର: କୋରୋନା ସ୍ଥିତି ଭୟଙ୍କର । ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ପହଞ୍ଚିଛି ୯୧୩ରେ ଏଥିମଧ୍ୟରୁ ୫୬୧ ରୋଗୀ ସୁସ୍ଥହୋଇ ଫେରିଥିବା ବେଳେ ୩୫୨ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ଏଥିମଧ୍ୟରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ଦୁଇଦିନ ସଟ ଡାଉନ ପରେ କିଭଳି ରହିଛି ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ଯାଜପୁର ସମ୍ବାଦଦାତା ଜ୍ଞାନରଞ୍ଜନ ଓଝା..