ଓଡିଶା

odisha

ETV Bharat / videos

ଅମ୍ଫାନ ପ୍ରଭାବ: ଗୋପାଳପୁରରେ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚା ଜୁଆର

By

Published : May 19, 2020, 11:34 PM IST

ବ୍ରହ୍ମପୁର: ଅମ୍ଫାନ ପ୍ରଭାବରେ ଗୋପାଳପୁରରେ ଝିପ୍ ଝିପ୍ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚା ଜୁଆର । ପୂର୍ବରୁ ଅନେକ ବାତ୍ୟାକୁ ସମୁଖିନ କରିଥିବା ଗଞ୍ଜାମ ଜିଲ୍ଲାବାସୀ ପୁଣି ଏକ ବାର୍ତ୍ତା ଆସୁଥିବା ନେଇ ମନରେ ଆଶା ଆଶଙ୍କା ମଧ୍ୟରେ ରହିଥିବା ଦେଖାଯାଇଛି । ଗୋଟିଏ ପଟେ କୋରୋନା ମୁକାବିଲା ପାଇଁ ଉଭୟ ସରକାର ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ପୁଣି ଏଭଳି ବାତ୍ୟାକୁ ନେଇ ପ୍ରଶାସନ ହୋଇଛି ତତ୍ପର । ଏନେଇ କିଭଳି ରହିଛି ଗୋପାଳପୁରର ସ୍ଥିତି । ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା...

ABOUT THE AUTHOR

...view details