ଓଡିଶା

odisha

ETV Bharat / videos

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ, 30ରେ ପରବର୍ତ୍ତୀ ଶୁଣାଣି

By

Published : Sep 28, 2020, 6:42 PM IST

କଟକ: ପୋଲିସ କମିଶନରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପୋଲିସ କମିଶନର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ହାଇକୋର୍ଟ ଆଜି କ୍ଷୋଭ ପ୍ରକାଶ କରିଛନ୍ତି। ଜାରି କରିଥିବା ନିର୍ଦ୍ଦେଶନାମାକୁ ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାକୁ ଚ୍ୟାଲେଞ୍ଜ କରି ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ହାଇକୋର୍ଟ, ଯେଉଁମାନେ ମୂର୍ତ୍ତି ନିର୍ମାଣ କରି ସାରିଛନ୍ତି ସେମାନେ କଟକ ଡିସିପିଙ୍କ ନିକଟରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ କିଛି ପୂଜା କମିଟିମାନେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ ।

ABOUT THE AUTHOR

...view details