ବଗଲା ଧର୍ମଶାଳା ଜମି ବିବାଦ ମାମଲା: ସମସ୍ତ 23 ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ: ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ 23 ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି କ୍ରୟ କରିଥିବା 6ଜଣ କ୍ରେତାଙ୍କୁ ଏହି ନୋଟିସ ଜାରି ହୋଇଛି । ରାଜସ୍ବ ପରିଷଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ, ପୁରୀ ମୁନିସିପାଲିଟି ଓ ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରି କରାଯାଇଛି ।