ଓଡିଶା

odisha

ETV Bharat / videos

ଖୁବଶୀଘ୍ର ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର: ଆଇନ ମନ୍ତ୍ରୀ

By

Published : Aug 10, 2020, 7:39 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଜାରି ରହିଥିବା ବେଳେ ମନ୍ଦିର ତଥା ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ଇତି ମଧ୍ୟରେ ଆଜି (ସୋମବାର) ହାଇକୋର୍ଟ ଦୁଇଟି ପୃଥକ ଆବେଦନେର ଶୁଣାଣି କରି ମନ୍ଦିର ଖୋଲିବା ନିଷ୍ପତ୍ତି କେବଳ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି । ଅନ୍ୟପଟେ ହାଇକୋର୍ଟଙ୍କ ଏହି ଶୁଣାଣି ପରେ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ABOUT THE AUTHOR

...view details