ଓଡିଶା

odisha

ETV Bharat / videos

କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସରକାର ଜାରି କରନ୍ତୁ ଶ୍ବେତପତ୍ର: ସୁର

By

Published : Jun 19, 2021, 9:53 PM IST

ଭୁବନେଶ୍ବର: କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ପ୍ରକୃତ ତଥ୍ୟକୁ ଲୁଚାଉଛନ୍ତି ବୋଲି ସୁର କହିଛନ୍ତି । ରାଜ୍ୟର କେଉଁ ଜିଲ୍ଲାରୁ କେତେ କୋରୋନା ମୃତ୍ୟୁ ହୋଇଛି ସେ ନେଇ ସରକାର ଶ୍ବେତ ପତ୍ର ଜାରି କରନ୍ତୁ ବୋଲି ସୁର କହିଛନ୍ତି । କୋରୋନାରେ ଅନାଥ ହୋଇଥିବା ଶିଶୁକୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details